ଗରମ ଦିନେ ଖାଆନ୍ତୁ ମାଟିହାଣ୍ଡି ଦହି ଗବକ୍ସମଷ ୩୦ଗ୍ଧଷ, ୦୮:୧୦ ଇଗ

ଗରମ ଦିନେ ଦହି ଖାଇବାକୁ ଅନେକ ଲାକ ପସନ୍ଦ କରିଥାଆନ୍ତି । ଆୟୁର୍ବେଦ ଅନୁଯାୟୀ ଗରମ ଦିନେ ଦହି ଖାଇବା ଦ୍ୱାରା ପେଟ ଥଣ୍ଡା ରହିଥାଏ । ଏହାସହ ଆଉ କିଛି ଶାରୀରିକ ସମସ୍ୟା ମଧ୍ୟ ଦେଖାଦେଇ ନ ଥାଏ । ବିଶେଷ କରି ମାଟି ପାତ୍ରରେ ପ୍ରସ୍ତୁତ ଦହି ଦେହ ପାଇଁ ଉପକାରୀ ବାଲି ଆୟୁର୍ବେଦ ବିଶେଷଜ୍ଞମାନେ କୁହନ୍ତି ।
-ପେଟ ଗରମ ସମସ୍ୟା ଥିଲେ ଖରାଦିନେ ଦହି ଖାଇବା ଭଲ । ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ।
-ଶରୀରର ଓଜନ ବୃଦ୍ଧି ପାଉଥିଲେ ନିୟମିତ ଦହି ଖାଇଲେ ଏହି ସମସ୍ୟା ଦେଖାଯାଇ ନ ଥାଏ ।
-ଖରାଦିନେ ଅନେକ ଲାକ ଅଭିଯାଗ କରିଥାଆନ୍ତି କି ସେମାନଙ୍କୁ ଭାକ ଲାଗି ନ ଥାଏ । ହେଲେ ଦହି ଖାଇଲେ ଭାକ ବଢିଥାଏ ଓ ଖାଇବାକୁ ଆଗ୍ରହ ପ୍ରକାଶ ପାଇଥାଏ ।
-ବେଳେବେଳେ ପାଟିରୁ ଛାଲ ବାହାରି ଯାଇଥାଏ ବା ତୁଣ୍ଡ ଘା ହାଇଥାଏ । ଏହି ସମୟରେ ଦହି ଖାଇବା ଭଲ ।
-ଯେଉଁ ପିଲାଙ୍କର ଦାନ୍ତ ଉଠିବାକୁ ବିଳମ୍ବ ହାଇଥାଏ ସେମାନଙ୍କୁ ଦହି ସହ ମହୁ ମିଶାଇ ଖାଇବାକୁ ଦେଲେ ଶୀଘ୍ର ଦାନ୍ତ ଉଠିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ