ଗରିବ ଓ ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରୁଛନ୍ତି କୀନର ଗୀତା

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କୋରନା ମୁକାବିଲା ପାଇଁ ସାରାଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଏଭଳି ସ୍ଥିତିରେ ଗରିବ ଓ ଅସହାୟ ଲୋକ ମାନେ ବହୁ ମାତ୍ରାରେ ପ୍ରଭାବିତ ହେଉଥିବା ବେଳେ ଭଞ୍ଜନଗର ଅଂଚଳର କୀନର ଗୀତା ସବୁ ବେଳେ ଲୋକ ମାନକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଜଣେ କିନର ହୋଇଥିଲେ ମଧ୍ୟ ସେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଏଭଳି ପରିସ୍ଥିତି ରେ ସହରରେ ରହୁଥିବା ଗରିବ ଓ ଅସହାୟ ଲୋକ ମାନଙ୍କୁ ପ୍ରତିଦିନ ବିସ୍କୁଟ ଓ ପାଣି ଖାଇବାକୁ ଦେଉଛନ୍ତି । ଗୀତା ଙ୍କ ଏଭଳି ମହାନ କାଯ୍ୟକୁ ଭଞ୍ଜନଗର ଅଂଚଳର ଯୁବପିଢ଼ି ଙ୍କ ସହ ସବୁ ବର୍ଗର ଲୋକ ମାନେ ପ୍ରସଂଶା କରିବା ସହ ଗୀତାଙ୍କ ଏଭଳି କାଯ୍ୟ ଯୁବ ସମାଜ ପାଇଁ ଏକ ପ୍ରେରଣା ସୁର୍ଷ୍ଟ କରିବ। ଆଗାମୀ ଦିନରେ ମଧ୍ୟ ସେ ଆହୁରି ଅଧିକ ଗରିବ ଓ ଅସହାୟ ଲୋକ ମାନଙ୍କୁ ରୋଷେଇ କରି ଖାଦ୍ୟ ପରଷିବେ ବୋଲି କହିଛନ୍ତି ଗୀତା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ