ଗାଇ ଫସଲ ଖାଇବାକୁ କେନ୍ଦ୍ର କରି ଗଣ୍ଡଗୋଳ : ୪ ଆହାତ
ଭଞ୍ଜନଗର (ଯୁଗାବ୍ଦ ନ୍ୟୁଜ ) : ଗଞ୍ଚାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ସାଦ୍ଦୁଳ ଗ୍ରାମରେ ଗାଇ ଫସଲ ଖାଇବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାଡପିଟ ହୋଇଛନ୍ତି । ମାଡପିଟରେ ୪ ଜଣ ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ନିକଟସ୍ଥ ଭଞ୍ଜନଗର ଉପଖଣ୍ଡ ଚିକିସ୍ରାଳୟରେ ଭର୍ତ୍ତ କରାଯାଇଛି । ଆହାତ ମାନେ ହେଲେ ବୈରାଜୀ ମହାନ୍ତି , ରବିନାରାୟଣ ମହାନ୍ତି ,ମହେଶ୍ୱର ଗୈାଡ ଏବଂ ଘନଶ୍ୟାମ ଗୈାଡ । ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚିି ସରଜମିନ ତଦନ୍ତ ଆରମ୍ଭ କରିଛି ।
ଗାଇ ଫସଲ ଖାଇବାକୁ ୁ କେନ୍ଦ୍ର କରି ଗଣ୍ଡଗୋଳ : ୪ ଆହାତ


