ଗାଙ୍ଗପୁର ଠାରେ ଅଷ୍ଟପ୍ରହରୀ ନାମଯଜ୍ଞ
ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ପବିତ୍ର କାର୍ତ୍ତିକ ମାସ ପଞ୍ଚୁକ ଅବସରରେ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ସ୍ୱପ୍ନେଶ୍ୱର ମନ୍ଦିର ଠାରେ ଅଷ୍ଟପ୍ରହରି ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ନାମଯ ରେ ଗୁରୁଚରଣ ଦାସ ମହାରାଜ ପୈାରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ନାମ ଯ ରେ ବିଭିନ୍ନ ସଂକିର୍ତ୍ତନ ଦଳ ଭାଗ ସମାଗମ ହୋଇଛନ୍ତି । ଆଧାତ୍ମିକ ପରିବେଶ ମଧ୍ୟରେ ଏହା ଶେଷ ହୋଇଯାଇଛି ।


