ଗାଙ୍ଗପୁୂର ଥାନା ଅଧିକାରୀ ଭାବେ ଦାଇତ୍ୱ ଗ୍ରହଣ

ବେଲଗୁଣ୍ଠା ,(ଯୁଗାବ୍ଦ ନୁ୍ୟଜ୍) : ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନାରେ ନୂତନ ଥାନାଅଧିକାରୀ ଭାବେ ଧିରେଶ କୁମାର ଦାସ ଯୋଗ ଦେଇଛନ୍ତି । ସେ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନାର ଓଆଇସି ଭାବେ କାର୍ଯ୍ୟ କରି ଆସୁଥିଲେ । ସେ ପଦୋନ୍ନତି ପାଇ ଗାଙ୍ଗପୁର ଥାନାଧିକାରୀ ଭାବେ ଯୋଗ ଦେଇଛନ୍ତିି । ପୂର୍ବରୁଥିବା ଗାଙ୍ଗପୁରଥାନାର ଆଇଆଇସି ସତ୍ୟରଂଜନ ପ୍ରଧାନଙ୍କୁ ଖଲ୍ଲିକୋଟ ଥାନାକୁ ବଦଳି କରାଯାଇଛି । ଦାସ ଯୋଗ ଦେବା ପରେ ଅସାମାଜିକ ଯୁବକ ଓ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବା ସହ ଲୋକମାନଙ୍କର ସମସ୍ୟା ପୋଲିସ ସମିତି ମାଧ୍ୟମରେ ସମାଧାନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ