ଗାଧୋଇବା ବେଳେ ମହିଳାଙ୍କ ଫଟୋ ଉଠାଇଲେ ଯୁବକ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଞ୍ଚଳର ଜଣେ ମହିଳା ଗାଧୋଉଥିବା ବେଳେ ସେହି ଗ୍ରାମର ଜଣେ ଯୁବକ ମୋବାଇଲ ଯୋଗେ ମହିଳାଙ୍କ ଫଟୋ ଉତ୍ତୋଳନ କରିଥିଲେ । ଏଥିରେ ପ୍ରତିବାଦ କରିବାରୁ ମହିଳାଙ୍କୁ ଆକ୍ରମଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏନେଇ ବନ୍ତ ଥାନାରେ କେସ ନଂ-୫୯/୨୦ ମୂଳେ ମାମଲା ରୁଜ୍ଜୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ