ଗାନ୍ଧୀ ଜୟନ୍ତି ଅବସରରେ ସହରର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ

ଛତ୍ରପୁର,(ଦେବଦତ୍ତ ମହାରଣା): ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଛତ୍ରପୁର ଏନଏସି ପକ୍ଷରୁ ସହର ର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁଙ୍କ ପରାମର୍ଶ କ୍ରମେ ପରିମଳକର୍ମଚାରୀଙ୍କ ଦ୍ୱାରା ସ୍ଥାନୀୟ ଲୋଏର ବସଷ୍ଟାଣ୍ଡ ଠାରୁ ଆରମ୍ଭ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ସାହି ବସ୍ତିର ମୁଖ୍ୟ ରାସ୍ତା ରେ ସଫେଇ କରାଯାଇଥିଲା । ଏଥିରେ ପରିମଳ ନିରୀକ୍ଷକ ଗୈାରହରୀ ପଣ୍ଡା, ଏସ.ଦାଲେୟା, ପ୍ରଭାକର ବେହେରା,ଯୁଗଳ କିଶୋର ଦାସପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ