ଗିରଫ ହେବେନି ସୋନାକ୍ଷୀ ସିହ୍ନା

ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଇଭେଣ୍ଟ ମ୍ୟାନେଜମେଣ୍ଟ ସହିତ ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ଆଲହାବାଦ ହାଇକୋର୍ଟ ସୋନାକ୍ଷୀଙ୍କ ଗିରଫଦାରୀକୁ ରୋକି ଦେଇଛନ୍ତି। ସୋନାକ୍ଷୀ ଏହି ମାମଲାରେ କୋର୍ଟ ଓ ପୁଲସଙ୍କୁ ପୂରା ସାହାଯ୍ୟ କରିବେ ବୋଲି କହିଛନ୍ତି।ସୂଚନାଯୋଗ୍ୟ, ସୋନାକ୍ଷୀ ଓ ତାଙ୍କ ସହିତ ଜଡ଼ିତ ଥିବା ଦୁଇ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନି ବିରୋଧରେ ମୁରାଦାବାଦର କଟଘର ଥାନାରେ ପ୍ରମୋଦ ଶର୍ମା ୨୦୧୯ ଫେବ୍ରୁଆରି ୨୨ରେ ଅଭିଯୋଗ କରିଥିଲେ। ପୁଲିସ ଏନେଇ ଠକେଇ ମାମଲା ରୁଜୁ କରିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ