ଗିରିଗାଁରେ ମାଙ୍କଡ ଆକ୍ରମଣରେ ୪ଆହତ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସମଣା ପଞ୍ଚାୟତର ଗିରିଗାଁ ଗ୍ରାମରେ ଏକ ମାଙ୍କଡର ଉତ୍ପାତ ଦେଖା ଦେଇଛି । ଏକ ହନୁ ମାଙ୍କଡ ଗତ ଦୁଇଦିନ ହେଲା ଲୋକମାନଙ୍କୁ ଗୋଡାଇ ଗୋଡାଇ କାମୁଡୁଛି । ଫଳରେ ଗାଁ ଲୋକଙ୍କ ଭିତରେ ଭୟର ବାତାବରଣ ଦେଖା ଦେଇଛି । ଦୁଇଦିନ ଭିତରେ କୈଳାଶ ଜେନା, ନୟନି ଖଟୁଆ, ରବିନ୍ଦ୍ର ସ୍ୱାଇଁ ଙ୍କ ସମେତ ୪ଜଣ ଆହତ ହୋଇଛନ୍ତି । ଲୋକମାନେ ରାସ୍ତାରେ ଯାଉଥିବାବେଳେ ହଠାତ କେଉଁ ଗଛ ୁପରୁ ତ ଆଉ କେତେବେଳେ କାହା ଘର ୁପରୁ ତଳକୁ ଡେଇଁ କାମୁଡୁଥିବା ଲୋକମାନେ କହିଛନ୍ତି । ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ