ଗୀତାଜ୍ଞାନ ଯଜ୍ଞ

ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)-ଗୋକୁଳ ଧାମରେ ଶନିବାର ସଂଧ୍ୟାରେ ଠାକୁରଙ୍କ ୧୦୮ ଆଳତୀ ପରେ ଭାଗବତ ପାଠ କରାଯାଇଥିଲା ।ପରେ ବକ୍ତା ଅନୁରାଗ ଚୌତନ୍ୟ ଗୀତା ଜ୍ଞାନ ତଥା ଦ୍ୱିତୀୟ ଅଧ୍ୟାୟର ୫ ଟି ଶୋ୍‌ଲକ ପଠନ ସହ ତାର ସାରା ତତ୍ତ୍ୱ ବର୍ଣ୍ଣନା କରିଥିଲେ । ପରେ ମାରୁତି ସତସଙ୍ଗ ଭକ୍ତମାନେ ସୁନ୍ଦରା କାଣ୍ଡ ପାରାୟଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଗନ୍ନାଧ ରାଉତ,ସହଦେବ ପାତ୍ର,କେଦାର ଚୌଦୁରୀ,ପ୍ରସନ୍ନ ନାୟକ,ବିକ୍ରମ ପଣ୍ଡା ଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ