ଗୁଣିଗାରେଡ଼ି ସନ୍ଦେହରେ ୨ ଅଟକ ସହ ୩ ବାଇକ୍ ଯବତ

କଳାହାଣ୍ଡି,(ୱାଇଏନ୍ଏସ୍): ଜିଲ୍ଲା ଧର୍ମଗଡ ଥାନା ରଙ୍କାବାହାଲ ଗାଁ ନିକଟରେ ଥିବା ଏକ ଖୋଲା ପଡିଆ ଠାରେ ଗତକାଲି ବିଳମ୍ବିତ ରାତିରେ କିଛି ଲୋକ ଗାତ ଖୋଳୁଥିବା ଦେଖିବାକୁ ପାଇ ଗାଁ ଲୋକେ ଗୁଣିଗାରେଡ଼ି ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ। ତେବେ ଘଟଣାସ୍ଥଳରୁ ଅନେକ ଫେରାର ଥିବାବେଳେ ୨ଜଣ ଯୁବକକୁ ଅଟକ ସହ ୩ ବାଇକ କୁ ଗାଁ ଲୋକେ ପୋଳିସ ଜିମା ଦେଇଛନ୍ତି | ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛି । ତବେ କେଉଁ ଉଦ୍ଦେଶ୍ୟରେ ସେମାନେ ଗାତ କରୁଥିଲେ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ