ଗୁରୁଦିବସରେ ଜିଲ୍ଲପାଳଙ୍କୁ ସମ୍ବର୍ଦ୍ଧିତ କଲେ ଜ୍ୟୋତିଷ ଦୀପକ
ଛତ୍ରପୁର,(ଦେବଦତ୍ତ ମହାରଣା): ପଵିତ୍ର ଗୁରୁ ଦିଵସ ଅବସରରେ ଆଷ୍ଟ୍ରୋହବ ଜୋତିଷ କେନ୍ଦ୍ର ତରଫରୁ ଆଷ୍ଟ୍ରୋହବ ଜୋତିଷ କେନ୍ଦ୍ର ର ଯୁବ ଜୋତିଷ ଶ୍ରୀ ଦୀପକ କୁମାର ଦାଶ ଙ୍କ ଦ୍ଵାରା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି । ଶ୍ରୀ କୁଲାଙ୍ଗେ ନିଜ କର୍ମ ଜୀବନ ଶିକ୍ଷକତା ରୁ ଆରମ୍ଭ କରିଥିଲେ, ଏହା ଗଞ୍ଜାମ ଜିଲ୍ଲା ପାଇଁ ଏକ ସୌଭାଗ୍ୟ ର ବିଷୟ ଵୋଲି କେ.ପି ଜୋତିଷୀ ଶ୍ରୀ ଦାଶ ମତ ପ୍ରକାଶ କରିଛନ୍ତି, କାରଣ ଗୁରୁ ସର୍ଵତ୍ର ପୂଜ୍ୟତେ ।