ଗୁରୁଦିବସ ପାଳିତ
ଛତ୍ରପୁର-: ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ ମହାଆଡ଼ମ୍ବର ପାଳନ ହୋଇଯାଇଛି କ୍ଷ ସ୍କୁଲର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ମହାସମାରୋହରେ ପାଳନ କରାଯାଇଥିଲା l ପୁରାତନ ଯୁଗରୁ ଚାଲି ଆସିଥିବା ଗୁରୁଶିଷ୍ୟ ପରମ୍ପରା ଉପରେ ଛାତ୍ରଛାତ୍ରୀ ଉଦବୋଧନ ଦେଇଥିଲେ l ଏହି ସୁନ୍ଦର ନିବିଡ ସମ୍ପର୍କକୁ ଯୁଗେ ଯୁଗେ ପବିତ୍ର ରଖିବା ଉଦେଶ୍ୟରେ ସ୍କୁଲ କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା କ୍ଷ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଜୀବନ ଶୈଳୀ ଏବଂ ପିଲାମାନଙ୍କ ଦୀଘକ୍ଷୟୁ କାମନା କରିଥିଲେ କ୍ଷ ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା କ୍ଷ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଘନଶ୍ୟାମ ପଣ୍ଡା, ଉପେନ୍ଦ୍ର ଭଞ୍ଜ ମିଶ୍ର, ସୁଷମା ମହାନ୍ତି, ଜୋତ୍ରିମୟୀ ଦାଶ, ନିବେଦିତା ପଟ୍ଟନାୟକ, ହେମାବତୀ ରେଡି, ଜୋସ୍ନାରାଣୀ ବିଶ୍ୱାଳ, ସ୍ୱରସ୍ମିତା ଦତ୍ତ, ସ୍ମୁତିମେଧା ମହାପାତ୍ର, ସୁନୀଲ କୁମାର ରାଓ ଏବଂ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ l