ଗୁରୁସେବାନନ୍ଦ ସରସ୍ୱତୀଙ୍କ ନବମତମ ତିରୋଧାନ ଦିବସ ପାଳିତ

ବ୍ରହ୍ମ୍ମପୁର (ଯୁଗାବ୍ଦ ନ୍ୟୁଜ ) : ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଗ୍ରାମରେ ଅବସ୍ଥିତ ଥିବା ଶିବନନ୍ଦ ଆଶ୍ରମ ଠାରେ ଗୁରୁସେବାନନ୍ଦ ସରସ୍ୱତୀ ମହାରାଜଙ୍କ ନବମତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜୟ ଗଣେଷ କୀର୍ତ୍ତନ ଗୁରୁସ୍ତୋତ୍ର , ଶ୍ରୀ ସୁକ୍ତମ ,ଶନିଶ୍ଚର ସ୍ତୋତ, ଶିବନନ୍ଦ ଅର୍ଚ୍ଚନା , ଚିଦାନନ୍ଦ ଅର୍ଚ୍ଚନା ,ଭଜନ କୀର୍ତ୍ତନ ସହ ଶାନ୍ତି ପାଠ କରାଯାଇଥିଲା । ବୁଧବାର ଦିନ ଗୋବିନ୍ଦାନନ୍ଦ ସରସ୍ୱତୀ ମହାରାଜ , ଏବଂ ଶିବଶଙ୍କର ଚୈାଧୁରିଙ୍କ ଅଧକ୍ଷତାରେ ପାଳନ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ