ଗୁଲୁବା ଗ୍ରାମରେ ଅଗ୍ନିକାଣ୍ଡ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଗୁଲୁବା ପ୍ରଞ୍ଚାୟତ ଗୁଲୁବା ଗ୍ରାମର ଚୁଡାମଣି ବେର୍ହଦ୍ଦଳାଇ ଙ୍କ ଘର ସମ୍ପୂର୍ଣ୍ଣ ପୋଡି ଯାଇଛି । ଏଣୁ RSS ର ପ୍ରାନ୍ତ ସହ ଶାରିରୀକ ପ୍ରମୂଖ ଅଶୋକ କୁମାର ରଣଜିତ୍, ଜିଲ୍ଲା ସହ କାର୍ଯ୍ୟବାହ ପ୍ରଶାନ୍ତ ସୁବୁଦ୍ଧି ସମେତ ସମ୍ପଦ ଭାଇ, ଶତୃଘ୍ନ ଭାଇ, ହରି ଭାଇ ଓ ଧର୍ମ ଜାଗରଣ ପ୍ରମୁଖ ତ୍ରିନାଥ ଭାଇ ସମେତ ଭାରତୀୟ ଜନତା ପାର୍ଟି ର ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ବାପୁନ୍ ଶୁଆର,ଜିଲ୍ଲା ସମ୍ପାଦକ ଦିବାକର ପ୍ରଧାନି ଏବଂ ଅଡବା ମଣ୍ଡଳ ସଭାପତି Nt ରାମାରାଓ ଆଚାରି ଙ୍କ ଉପସ୍ଥିତିରେ ରିଲିଫ ସାମଗ୍ରୀ ଦିଆଗଲା ଚାଉଳ, ଡାଲି, ବସ୍ତ୍ର, ଟଙ୍କା ୫00/-ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ