ଗୁଳିବିଦ୍ଧ ମୃତ ଭିକାରି ର ଆତତାୟୀ କୁ ଗିରଫ ଓ କ୍ଷତିପୂରଣ ଦାବିରେ ୧୬ନ.ଜାତୀୟ ରାଜପଥ ୨ଘଣ୍ଟା ଧରି ଅବରୋଧ
ଖଲ୍ଲିକୋଟ ( ଯୁଗାବ୍ଦ ନ୍ୟୁଜ): ଗତ ଗୁରୁବାର ଦିନ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ପଂଚାୟତ ର ରାମଚନ୍ଦ୍ରପୁର ଗ୍ରାମର ଭିକାରି ତରେୟୀଙ୍କୁ ଗତ ଗୁରୁବାର ଦିନ ତାଙ୍କ ଗ୍ରାମ ମୁଁହରେ ଥିବା କାର୍ୟ୍ୟାଳୟରେ ବସିଥିବାବେଳେ କୌଣସି ଜଣେ ଦୁର୍ବୁର୍ତ ତାଙ୍କ ପଛ ପଟୁ ଗୁଳି ବର୍ଶଣ କରିଥିଲେ ଜ୍ଝ ଫଳରେ ଏ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିସ୍ଛା ପରେ ବ୍ରମହପୁର ଗକଉଏ କୁ ସ୍ଥାନାନ୍ତରିତ କରାଯାଇଥିଲା ଜ୍ଝ ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା ଜ୍ଝ ତେବେ ଚିକିସ୍ଛାଧିନ ଅବସ୍ଥାରେ ଗତକାଲି ଶୁକ୍ରବାରଦିନ ରାତ୍ର ୮.୪୫ ସମୟରେ ତାଙ୍କ ଶରୀର ରୁ ଗୁଳି ବାହାର କରୁଥିବା ସମୟରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା ଜ୍ଝ ଗୁଳିକାଣ୍ଡ ଘଟିବାର ୪୮ଘଣ୍ଟା ବିତି ଯାଇଥିଲେ ମଧ୍ୟ ଗୁଳିକାଣ୍ଡ ସହ ସମ୍ପୃକ୍ତ ଥିବା ଆତତାୟୀଙ୍କୁ ପୋଲିସ ଗିରଫ କରିପାରିନାହିଁ ଜ୍ଝ ଏହାର ପ୍ରତିବାଦରେ ଶନିବାରଦିନ ଅପରାହ୍ନ ୪ଘଟିକା ସମୟରେ ରାମଚନ୍ଦ୍ରପୁର ଗ୍ରାମ ଓ ଆଖପାଖ ଅଂଚଳର ଶହ ଶହ ମହିଳା ଓ ପୁରୁଷ ମୃତ ଭିକାରି ର ମୃତଦେହ କୁ ୧୬ନ. ଜାତୀୟ ରାଜପଥ ଉପରେ ରଖି ଦୀର୍ଘ ୨ଘଣ୍ଟା ପର୍ୟ୍ୟନ୍ତ ଅବରୋଧ କରି ତୁରନ୍ତ ଆତତାୟୀ ମାନଙ୍କୁ ଗିରଫ କରାଯାଉ ଓ କ୍ରାଇମବ୍ରାଞ୍ଚ କିମ୍ବା ଉଈଓ ଭଳି ତଦନ୍ତକାରୀ ସଂସ୍ଥା କୁ ହସ୍ତାନ୍ତର କରିବା ସହ ମୃତ ଭିକାରି ପରିବାରକୁ ଆବଶ୍ୟକ କ୍ଷତିପୂରଣ ଦେବା ପାଇଁ ଅଡ଼ି ବସିଥିଲେ ଜ୍ଝ ଜାତୀୟ ରାଜପଥ ର ଉଭୟ ପାର୍ଶ୍ୱରେ ଶହ ଶହ ମାଲ୍ବାହୀ ଟ୍ରକ ଅଟକ ରହିଥିବାବେଳେ ଘଟଣାସ୍ଥଳରେ ଛତ୍ରପୁର ଝଊଚଙ ଉତ୍କଳ କେଶରୀ ଦାସ ଓ ଖଲ୍ଲିକୋଟ ଓଓଉ ସୁନୀଲ କୁମାର ବେହେରା ସମେତ ତହସିଲଦାର ଚିତ୍ତରଞ୍ଜନ ମହାନ୍ତ ଓ ଅତିରିକ୍ତ ପୋଲିସ ଅଧିକ୍ଷକ ସୀତାରାମ ଶତପଥି ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କୁ ବୁଝାଇ ଖୁବ୍ଶୀଘ୍ର ଆତତାୟୀ ମାନଙ୍କୁ ଗିରଫ କରିବା ସହ ଦରକାର ପଡିଲେ କ୍ରାଇମ୍ବ୍ରାଞ୍ଚଙ୍କୁ ହସ୍ତାନ୍ତର କରାଯିବ ବୋଲି ପ୍ରତିଶୃତି ଦେବା ପ�