ଗୁହାଳରେ ନିଆଁ ଲାଗି ୮ଛେଳି ମୃତ ୭ଆହାତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ ଅଧିନ ମଙ୍ଗଳପୁର ଗ୍ରାମପାୟତର ଜିଲିବା ଗ୍ରାମର ଧୋବା ନାଇକ ଙ୍କ ଛେଳି ଗୁହାଳରେ ଗତ ବିଳମ୍ବିତ ରାତିରେ ନିଆଁ ଲାଗି ଜୀବହେତୁ ୭ଟି ଛେଳି ଓ ଗୋଟିଏ ବୋଦା ମୃତ୍ୟୁ ହୋଇଥିବା ବେଳେ ଆହୁରି ୭ଟି ଛେଳି ଗୁରୁତର ଆହତ ହୋଇଛନ୍ତି।ଖବର ପାଇ ଏଲାଇ ଟୁନା ଗୌଡ଼,ଆଦିସନାଲ ପଶୁ ଚିକିସକ ଡ଼ଃ ରାକେଶ କୁମାର ପତି ଘଟଣା ସ୍ଥଳରେ ପହଞ୍ଚି ଆହତ ଛେଳି କୁ ଚିକିତ୍ସା କରିବ।ସହ ମୁତ ଛେଳି ଗୁଡିକରସବ ବ୍ୟବଛେଦ କରିଥିଲେ। ଧୋବା ନାଇକ ଅତ୍ୟନ୍ତ ଗରିବ ଶ୍ରେଣୀର ହେଇଥିବା ହେତୁ ଗାଁ ଲୋକେ ସରକାର ଙ୍କ ନିକଟରେ ଆଳି କରିଛନ୍ତି କି ତାଙ୍କୁ ତୁରନ୍ତ ତଦନ୍ତ କରି କ୍ଷତିପୂରଣ ଯୋଗାଇ ଦେବାପାଇଁ