ଗୃହରକ୍ଷୀଙ୍କୁ ହତ୍ୟା

ଭବାନୀପାଟଣା, (ଓ୍‌ୱାଇଏନ୍‌ଏସ୍‌): ଗୋଲାମୁଣ୍ଡା ଥାନା ସୁକୁନି ମୁଣ୍ଡା ନିକଟରେ ଗୃହରକ୍ଷୀଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ ହୋଇଥିବା ସୂଚନା ମିଳଛି । ଗୋଲାମୁଣ୍ଡା ଥାନାରେ କାର୍ଯ୍ୟରତ ସୁକୁନୀମୁଣ୍ଡା ଗାଁ ଗୃହରକ୍ଷୀ ଗରିବ ନାଏକ ଥାନାକୁ ଡ୍ୟୁଟି ପାଇଁ ଯାଉଥିବା ବେଳେ କେତେକ ଦୁର୍ବୃତ ତାଙ୍କୁ ଆକ୍ରମଣ କରିଥିଲେ । ଏଥିରେ ସେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଭବାନୀପାଟଣା ମେଡିକାଲ୍ରେ ମୃତ୍ୟୁ ଘଟିଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ