ଗୋକୁଳଧାମରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ): ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ଶନିବାର ସଂନ୍ଧ୍ୟାରେ ରାଧାକୃଷ୍ଣଙ୍କ ଆରତୀ ପରେ ପୂଜକ ପ୍ରଦୀପ ପାତ୍ର ଭଗବତ ପାଠ କରିଥିଲେ । ମାରୁତି ସତସଙ୍ଗ ଭକ୍ତମାନଙ୍କ ଦ୍ୱାରା ଭଜନ କୀର୍ତ୍ତନ , ହନୁମାନ ଚାଳିଷା ପାଠ କରାଯାଇଥିଲା । ଚିନ୍ମୟ ମିଶନର ବ୍ରହ୍ମଚାରୀ ଅନୁରାଗ ଚୈତନ୍ୟ ସତକର୍ମ ସମ୍ପର୍କରେ ପ୍ରବଚନ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରରେ ଜଗନ୍ନାଥ ରାଉତ , ମହାଦେବ ପାତ୍ର , କେଦାର ଚୌଧୁରୀ , ରଘୁନାଥ ପାତ୍ର , ସୁନୀଲ ଖାଡଙ୍ଗା ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ