ଗୋକୁଳଧାମରେ ପ୍ରବଚନ କାର୍ଯ୍ୟକ୍ରମ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ଗୋକୁଳଧାମଠାରେ ଗୋଷାଣୀନୂଆଗାଁସ୍ଥିତ ଦିବ୍ୟ ଜୀବନ ସଂଘର ଭକ୍ତମାନଙ୍କ ଦ୍ୱାରା ଭଜନ କୀର୍ତ୍ତନ , ମହାମନ୍ତ୍ର କରାଯାଇଥିଲା । ଏହା ପରେ ବ୍ରହ୍ମଚାରୀ ଅନୁରାଗ ଚୈତନ୍ୟ ଗୀତାର ଧାରାବାହିକ ପ୍ରବଚନରେ ତୃତୀୟ ଦିନରେ ପ୍ରଥମ ଅଧ୍ୟାୟର ୫ଟି ଶ୍ଳୋକ ପାଠ କରିବା ସହ ଏହାର ସାରତତ୍ତ୍ୱ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ରାଉତ , ସହଦେବ ପାତ୍ର , କେଦାର ଚୌଧୁରୀ , ଡିଲୁ ସାବତ , ରବିନ୍ଦ୍ର ବାଡତ୍ୟା , ସନ୍ତୋଷ ରଥ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ