ଗୋକୁଳଧାମରେ ସଫଳା ଏକାଦଶୀ ପାଳିତ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ପବିତ୍ର ସଫଳା ଏକାଦଶୀ ଉପଲକ୍ଷେ ସ୍ଥାନୀୟ ଗୋକୁଳଧାମରେ ଠାକୁରଙ୍କୁ ୧୦୮ ତୁଳସୀ ଅର୍ପଣ ପରେ ଦିବ୍ୟଜୀବନ ସଂଘ ପକ୍ଷରୁ ଗୋଷାଣୀନୂଆଗାଁ ଭକ୍ତମାନଙ୍କ ଦ୍ୱାରା ଗୀତା , ବିଷ୍ଣୁ ସହସ୍ର ନାମ ମହାମନ୍ତ୍ର ଓ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ଠାକୁରଙ୍କ ୧୦୮ ଆରତୀ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ରାଉତ , ଦିଲୁ ସାବତ , କେଦାରନାଥ ଚୌଧୁରୀ , ପ୍ରଦୀପ ପାତ୍ର , ବିକ୍ରମ ପଣ୍ଡା , ଦିଲୁ ସାବତ , ରବିନ୍ଦ୍ର ବାଡତିଆଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ