ଗୋକୁଳ ଧାମରେ ଏକାଦଶୀ କାର୍ଯ୍ୟକ୍ରମ

ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)-ସୋମବାର ଗୋକୁଳଧାମରେ ଦିବ୍ୟଜୀବନ ସଂଘ ଗୋସାଣୀ ନୂଆଗାଁ ଭକ୍ତ ମାନଙ୍କ ଦ୍ୱାରା ବିଣ୍ଣୁ ସହସ୍ରନାମ,ରାଧାଷ୍ଟକ ଗୀତା ଦ୍ୱାଦଶ ଅଧ୍ୟାୟ ପାଠ ଭଜନ କୀର୍ତ୍ତନ,ମହାମନ୍ତ୍ର ପରେ ଠାକୁର ଙ୍କୁ ୧୦୮ ତୁଳସୀ ଅର୍ପଣ ଓ ୧୦୮ ଆଳତୀ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହଦେବ ପାତ୍ର,ଜଗନ୍ନାଥ ରାଉତ,କେଦାର ଚୌଦୁରୀ ଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ