ଗୋକୁଳ ଧାମରେ ଗୀତା ଜ୍ଞାନ ଯଜ୍ଞ

ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)- ମଙ୍ଗଳବାର ସଂଧ୍ୟାରେ ଗୋକୁଳ ଧାମରେ ପୁଜା ଆଳତା ପରେ ଭାଗବତ ପାଠ କରାଯାଇଥିଲା । ଦିବ୍ୟଜୀବନ ସଂଘ ଗୋସାଣୀ ନୁଆ ଗାଁ ଶାଖାର ବହୁ ଭକ୍ତ ବିଣ୍ଣୁ ସହସ୍ରନାମ ପାଠ ସହ ଅର୍ଚ୍ଚନା କରିଥିଲେ । ପରେ ବକ୍ତା ଅନୁରାଗ ଚୌତନ୍ୟ ଗୀତାର ଦ୍ୱିତୀୟ ଅଧ୍ୟାୟ ଶୋ୍‌କ ପାଠ ସହ ପ୍ରତ୍ୟେକ ଶୋ୍‌କ ର ଅର୍ଥ ବିଶଦ ଭାବେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ଦିର ପ୍ରତିଷ୍ଠାତା ଜଗନ୍ନାଥ ରାଉତ ଦିବ୍ୟ ଜୀବନ ସଂଘ ଶାଖା ସଭାପତି ସହଦେ ପାତ୍ର, କେଦାର ଚୌଦୁରୀ,ଦିଲୁ ସାବତ, ବିକ୍ରମ ପଣ୍ଡା, ରବିନ୍ଦ୍ର ବାଡତିଆ ଙ୍କ ସମେତ ବହୁ ଉପସ୍ଥିର ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ