ଗୋଟିଏ ରାତିରେ ୫ ଟି ଘରୁ କଳା କନା ବୁଲାଇଲେ ଦୁର୍ବୁତ୍ତ

ମୟୂରଭଞ୍ଜ : (ଯୁଗାବ୍ଦ ନ୍ୟୁଜ୍) : ଦିନକୁ ଦିନ ସହରରେ ବଢିଚାଲିଛି ଚୋରଙ୍କ ଆତଙ୍କ । ଗତକାଲି ବିଳମ୍ବିତ ରାତିରେ ବାରିପଦା ସହରର ୫ ଟି ଘରୁ ଲୁଟ ପାତ କରି ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟ୍ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏଭଳି ଘଟଣା ବାରିପଦା ସହରର ମଧୁବନ ଅଂଚଳର ୩ ଟି ଘରୁ ଓ ପ୍ରଫୁଲ ନଗରରୁ ୨ ଟି ଘରରୁ ଫେରାର କରି ଫେରାର ହୋଇଯାଇଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସାହାର୍ଯ୍ୟରେ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ