ଗୋଟିଏ ହାତ ନ ଥାଇ ନବଜାତ ସନ୍ତାନ ଧରା ପୃଷ୍ଠରେ

ଫୁଲବାଣୀ, (ସୂର୍ଯ୍ୟ ନାରାୟଣ ବେହେରା):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ: ଆଜି ବାତାଗୁଡା ସ୍ବାସ୍ଥ୍ୟ ସୋବ ସେଣ୍ଟର ରେ ବଳିମାହା ଗ୍ରାମର ମାନନ୍ତି ମଲ୍ଲିକ ସ୍ବାମୀ ପ୍ରୋମେ ମଲ୍ଲିକ ପ୍ରସବ ନିମନ୍ତେ ଭର୍ତ୍ତି ହୋଇଥିଲେ। ମାନନ୍ତିର ପୁତ୍ର ସନ୍ତାନ ଟି ଧରପୃଷ୍ଟ କୁ ଆସିଥିଲେ। ପୁଅ ଟି ଦେଖିବାକୁ ଅତି ସୁନ୍ଦର୍ ଗୋଲଗୋଲ କିନ୍ତୁ ଦୁଃଖର ବିଷୟ ସେହି ନବଜାତ ଶିଶୁର ଗୋଟିଏ ହାତ ନାହି। ଶିଶୁଟିର ଓଜନ ଥିଲା ୨.୮୦୦ ଗ୍ରାମ ଅଛି। ଶିଶୁଟି ସୁସ୍ଥ ସବଳ ଅଛି। ଏହି ବିଷୟ ସମାଜକୁ ଆଚାର୍ଯ୍ୟ କରୁଅଛି, ଗତକାଲି ବାରଖାମା ସ୍ୱାସ୍ଥ୍ୟ ଖାନାରେ ଦୁଇଟି ଗଡ଼ ନଥିବା ଦେଖିବାକୁ ମିଳିଥିଲା ପୁଣି ଆଜି ବାଟାଗୁଡା ବାଟାଗୁଡ଼ା ପ୍ରସୂତି ଗୃହରେ ଜଣକ ଏକ ଶିଶୁ ପ୍ରସବ କରିଛନ୍ତି I ଯାହାର କି ହାତ ନଥିବାର ଦେଖିବାକୁ ମିଲିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ