ଗୋଡ଼ ନଥିବା ଶିଶୁର ଜନ୍ମ

ଫୁଲବାଣୀ (ସୁର୍ଯ୍ୟ ନାରାୟଣ ବେହେରା): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଆଜି ବାରଖମା ଗୋଷ୍ଠୀ ‌ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁଡ୍ର। ଗ୍ରାମ ପଞ୍ଚାୟତର ଟିକରବ।ଜୁ ଗ୍ରାମର ସାନନ୍ତି ମଲ୍ଲିକ ସ୍ବାମୀ ଜିତେନ୍ଦ୍ର ମଲ୍ଲିକ ପ୍ରସବ ନିମନ୍ତେ ଭର୍ତ୍ତି ହୋଇଥିଲେ। ଠିକ୍ ୧୦:୦୦ ରେ ତାଙ୍କର ବହୁ କଷ୍ଟରେ ପୁତ୍ର ସନ୍ତାନଟି ଧରପୃଷ୍ଟକୁ ଆସିଥିଲେ। ପୁଅଟି ଦେଖିବାକୁ ଅତି ସୁନ୍ଦର୍ ଗୋଲଗୋଲ କିନ୍ତୁ ଦୁଃଖର ବିଷୟ ସେହି ନବଜାତ ଶିଶୁର ଦୁଇଟି ଯାକ ଗୋଡ଼ ନାହି। ଶିଶୁଟିର ଓଜନ ଥିଲା ୧.୮୩୫ ଗ୍ରାମ। ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସମସ୍ତ ସୁବିଧା ନବଜାତ ଶିଶୁ ନିମନ୍ତେ ନଥିବା ଯୋଗୁଁ ଏବଂ ଶିଶୁଟି ଅସୁସ୍ଥ ଥିବା ଯୋଗୁଁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ଏସ ଏନ୍ ସି ୟୁ ୱାର୍ଡ ରେ ୧୧:୫୫ ଏ ଏମ ରେ ଆଡ୍ ମିଟ୍ କରାଯାଇଥିଲା ତତ୍ପରେ ଶିଶୁଟିକୁ ଉତ୍ତମ ଭାବରେ ଚିକିତ୍ସା କରିବାରୁ ବର୍ତ୍ତମାନ ଶିଶୁଟି ସୁସ୍ଥ ସବଳ ଅଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ