ଗୋପଛକରେ ସମବାୟ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ଗୋପଛକରେ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟି ଏବଂ କୃଷକ ବିକାଶ ସମବାୟ ସମିତି ଲିଃ ପକ୍ଷରୁ ସମବାୟ ମନ୍ତ୍ରୀ ଅତନୁ ସାବ୍ୟସଚି ନାୟକଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଉଭୟ ସମିତିର ସଭାପତି ପ୍ରମୋଦ ସାହୁ, ଉପସଭାପତି ସାବନା ପରୱିନ ଓ ପାର୍ବତୀ ନାୟକ, ନିର୍ଦେଶକ ପ୍ରକାଶ ଦାସ, ମହେଶ୍ୱର ଜେନା, ମହେନ୍ଦ୍ର ମିଶ୍ର ପ୍ରମୁଖ ମନ୍ତ୍ରୀ ଶ୍ରୀ ନାୟକ ଟାଉନହଲକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗୋପଛକ ଦେଇ ଆସୁଥିବା ବେଳେ ମନ୍ତ୍ରୀଙ୍କୁ ଗୋପଛକରେ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ