ଗୋବରାରେ ଗୀତା ଜୟନ୍ତୀ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗୋବରା ଶ୍ରୀ ଶ୍ରୀ ଦଧିବାମାନ ସ୍ବାମୀଙ୍କ ମନ୍ଦିରରେ ଗାମ୍ୟ ପୁରହିତ ତପନ କୁମାର ଶତପଥୀ ଙ୍କ ପରୋହିତ ରେ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି l ହୋମ ହେବାସହ ସାତସହ ଶ୍ଳୋକ ପଠନ କରାଯାଇଥିଲା ,ପ୍ରତି ଶ୍ଳୋକ ରେ ଆହୁତି କାରାଯାଇଥିଲା । ସକାଳ୧୦ ଘଣ୍ଟ ଠାରୁ ଆରମ୍ଭ ହୋଇ ଅପରାହ୍ନ ତିନି ଟାରେ ଶେଷ ହୋଇଥିଲା । ପଣ୍ଡିତ ଭଗବାନ ସାହୁ, ପଣ୍ଡିତ ସୁରେନ୍ଦ୍ର ପାତ୍ର,ରାମକୃଷ୍ଣ ପାତ୍ର, ଦୟାନିଧି ମହାନ୍ତି, ଗଙ୍ଗାଧର ଦଳାଇ, ଜୟଦେବ ପାତ୍ର, ରବି ମହାରଣା, ସଞ୍ଜୟ ପାଣିଗ୍ରାହୀ, ମହେନ୍ଦ୍ର ସାହୁ, ଜଗନ୍ନାଥ ଚୋଧୁରୀ, ସନ୍ତୋଷ କୁମାର ମହାରଣା,ଗୁରୁମୁର୍ତ୍ତି ଜେନା, ଶିବରାମ ରାଉତ ଉପସ୍ଥିତ ରହି ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ