ଗୋଷାଣିନୁଆଗାଁ ରେ ଦେଖିବାକୁ ମିଳିଛି ନିର୍ବାଚନୀ ପରବର୍ତ୍ତୀ ହିଂସା

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ଗୋଷାଣିନୁଆଗାଁ ଥାନା ଅନ୍ତର୍ଗତ ବ୍ରିଟ କଲୋନୀ ଏଲଆଇଜି 94 ଷ୍ଟେଜ 2ରେ ଦେଖିବାକୁ ମିଳିଛି ନିର୍ବାଚନୀ ପରବର୍ତ୍ତୀ ହିଂସା। ୬ରୁ ଉର୍ଦ୍ଧ ଦୃବୁର୍ତ୍ ରାତି ୩ଟାରେ ଆସି 12ନମ୍ବର ୱାର୍ଡର ସ୍ୱଧୀନ ପ୍ରାର୍ଥୀ ବିରେନ ପଟନାୟକ ଓ ତାଙ୍କ ପତ୍ନୀ ତଥା 14ନମ୍ବର ୱାର୍ଡର ବିଜେପି କର୍ପୋରେଟର ପ୍ରାର୍ଥୀନୀ ସସ୍ମିତା ଦାସଙ୍କ ଘର କବାଟ ଭାଙ୍ଗିଘର ଭିତରକୁ ପଶି ଆକ୍ରମଣ ଚେଷ୍ଟାରେ ବିଫଳ ହୋଇ ଘର ଉପରକୁ ଟେକା ପଥର ମାରିବା ସହ ମଦ ପିଇ ଆଶ୍ରାବ୍ୟ ଗାଳିଗୁଲଜ ସହ ବାଇକ କୁ ପଥରଛେଚି କଲେ ଚୁନା । ମୋ ଜୀବନ ପ୍ରତି ବିପଦ ଅଛି ତେଣୁ ମୋତେ ସୁରକ୍ଷା ଦିଅନ୍ତୁ କହି ପୁଲିସ ପ୍ରଶାସନକୁ ଭିଡ଼ିଓ ଜାରି କରି ସୁରକ୍ଷା ମାଗିଲେ ବିରେନ ପଟନାୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ