ଗୋଷାଣିରେ ମୋ ସେବା’ କେନ୍ଦ୍ର ଉଦ୍‌ଘାଟିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ବଡ଼ ଗୋଷାଣି ପଞ୍ଚାୟତ ଜଙ୍ଗଲପାଡୁ ଗ୍ରାମରେ ମୋ ସେବା କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ସମବାୟ କେନ୍ଦ୍ର ସହକାରୀ ନିବନ୍ଧକ ହରିହର ସେଠ ମୁଖ୍ୟଅତିଥ୍‌ ଭାବେ ଯୋଗଦେଇ ଉଦ୍‌ଘାଟନ ଘାଟନ କରିଥିଲେ | କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗାରବନ୍ଧସ୍ଥିତ ବିସିସି ବ୍ୟାଙ୍କର ବିଜୟ ଘଡାଇ, ଗାରବନ୍ଧ, ତାଳସିଂ, ଗୋଷାଣି, ଶରଧାପୁର ଆଦି ସମବାୟ ସୋସାଇଟିର ସମ୍ପାଦକ ମ୍ପାଦକ ପ୍ରମୁଖଙ୍କ ସହ କେ. ନିରଞ୍ଜନ ରାଓ, ପି.ରାଜେଶ, ଟି. ଉମାଶଙ୍କର ରାଓ, କେ. ଖଗେଶ, ଜି. ଖଗେଶ୍ଵର ରାଓ, ରାଜେନ୍ଦ୍ର ଦଳାଇ ଓ ଜି. ମନ୍ମଥ ରାଓ ଉପସ୍ଥିତ ଥିଲେ | ଏହି ସେବାକେନ୍ଦ୍ର ଦ୍ବାରା ହ ଜଙ୍ଗଲପାଡୁ ଗ୍ରାମ ସମେତ ଆଖପାଖ ଅଞ୍ଚଳର । ଗ୍ରାମବାସୀ ଉପକୃତ ହେବେ | କାର୍ଯ୍ୟକ୍ରମକୁ ନ୍ଦ୍ରର ସମ୍ପାଦକ ବାବୁଲି ସାମଲ । ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ