ଗୋଷ୍ଟି ସଂଘର୍ଷ ରେ ୮ରୁ ଉଦ୍ଧ୍ୱର୍ ଗୁରୁତର

ଗଞ୍ଜାମ ଜିଲ୍ଳା ସୋରଡା ଥାନା ଅନ୍ତର୍ଗତ ଗୁଣ୍ଡୁରିବାଡି ଗ୍ରାମରେ ବାହଘର ପ୍ରୋସେସନ ଚାଲିଥିବା ସମୟରେ ଦୁଇ ଗୋଷ୍ଟି ମଧ୍ୟରେ ସଂଘର୍ଷ ଘଟି ୮ ଜଣ ଗୁରତର ଆହାତ ହୋଇଛନ୍ତି ।ସମସ୍ତ ଆହାତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି । ସୁଚନା ଅନୁଯାୟୀ ବାହାଘର ପ୍ରୋସେସନ ଚାଲିଥିବା ସମୟରେ କୈାଣସି କାରଣକୁ କେନ୍ଦ୍ରକରି ଦୁଇଗୋଷ୍ଟି ମଧ୍ୟରେ ଉଗ୍ରରୁପ ଧାରଣ କରିଥିଲା । ପାଟିତୁଣ୍ଡ ହେବାପରେ ଦୁଇଗୋଷ୍ଟି ମଧ୍ୟରେ ୮ ରୁର ଉଦ୍ଧ୍ୱର୍ ଗୁରୁତର ଆହାତ । ହୋଇଥିବା ସୂଚନା ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ