ଗୋ ମାଂସ ଜବତ୍ ଚାଲାଣ କାରୀ ଯୁବକ ଫେରାର
କଳାହାଣ୍ଡି, (ଓ୍ବାଇଏନ୍ଏସ୍):ଓଡ଼ିଶାର ରୁ ଛତିଶଗଡ଼ କୁ ଗୋ ମାଂସ ଚାଲାଣ ବେଳେ ଲୋକଙ୍କ ଦ୍ଵାରା ଗୋ ମାଂସ ଜବତ୍ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ସେମଳା ଗାଁ ର ଘଟଣା l ଗାଁ ର କିଛି ଯୁବକ ଗୋ ମାଂସ ଚାଲାଣ ହେଉ ଥିବା ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଏକ ମୋଟର ସାଇକେଲ କୁ ଅଟକାଇ ଥିଲେ ବେଳେ ସେଥିରୁ ୫୦kg ଗୋ ମାଂସ ବାହାରି ଥିଲା l ଚାଲାଣ କାରୀ ଦୁଇ ଯୁବକ କୁ କାବୁ କରି ଥାନା କୁ ଆଣୁଥିବା ବେଳେ ଦୁଇ ଯୁବକ ଫେରାର ହୋଇ ଥିବା ଜଣା ଯାଇଛି l ଜବତ୍ ମାଂସ କୁ ଧର୍ମଗଡ଼ ଥାନା ରେ ରଖା ଯାଇଛି l ଧର୍ମଗଡ଼ ପୋଲିସ ଘଟଣା ର ତଦନ୍ତ କରୁଥିବା ବେଳେ କେଉଁଠୁ କେଉଁଠି କୁ ଯାଉଥିଲା ତଦନ୍ତ ପରେ ଜଣା ପଡ଼ିବ ବୋଲି ପୋଲିସ କହିଛି।