ଗ୍ର।ମ୍ୟ ଗୃହ ନିର୍ମ।ଣ ଓ ନିଶ୍ଚିତ କର୍ମନିଯୁକ୍ତି ଯୋଜନ। କର୍ମଶ।ଳ।

ଛତ୍ରପୁର – ଗ୍ର।ମ୍ୟ ଗୃହ ନିର୍ମ।ଣ ଓ ମହ।ତ୍ମ।ଗ।ନ୍ଧୀ ଜ।ତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନ।ରେ ଗଞ୍ଜ।ମ ଜିଲ୍ଲ। ଅଗ୍ର।ଧିକ।ର ଭିତ୍ତିରେ କ।ର୍ଯ୍ୟ କରିବ ବୋଲି ଜିଲ୍ଲ।ପ।ଳ ବିଜୟ ଅମୃତ। କୁଲ।ଙ୍ଗେ ପ୍ରକ।ଶ କରିଛନ୍ତି । ଛତ୍ରପୁର ସ୍ଥିତ ଜିଲ୍ଲ। ପରିଷଦ ଭବନରେ ପଞ୍ଚ।ୟତିର।ଜ ବିଭ।ଗର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ର।ଜେଶ୍ ପ୍ରଭ।କର ପ।ଟିଲଙ୍କ ଅଧ୍ୟକ୍ଷତ।ରେ ଅନୁଷ୍ଠିତ ଏହି କର୍ମଶ।ଳ।ରେ ଆବ।ସ ଯୋଜନ। ରେ ପ୍ରତ୍ୟେକ ବ।ସହୀନଙ୍କୁ ଘର ପ୍ରଦ।ନ କରିବ।ପ।ଇଁ କଚ୍ଚ। ଘରେ ରହୁଥିବ। ପରିବ।ରଙ୍କର ର।ଜ୍ୟସ।ର। ପ୍ର।ଥମିକ ଅନୁସନ୍ଧ।ନ କର।ଯିବ । ଅଗଷ୍ଟ ମ।ସ ଶେଷ ସୁଦ୍ଧ। ଏହି ଅନୁସନ୍ଧ।ନ କ।ର୍ଯ୍ୟ ଶେଷ ହୋଇ ହିତ।ଧିକ।ରୀଙ୍କୁ ସେମ।ନଙ୍କର ଏକ କ୍ରମିକ ନମ୍ବର ପ୍ରଦ।ନ କର।ଯିବ । ଅନୁସନ୍ଧ।ନ କ।ର୍ଯ୍ୟରେ ବ୍ଲକ୍ ର ସମସ୍ତ କର୍ମଚ।ରୀ ଓ ଗ୍ର।ମ ସ୍ତରର ସରକ।ରୀ କର୍ମଚ।ରୀ ମ।ନେ ନିୟୋଜିତ ହେବେ । ହିତ।ଧିକ।ରୀଙ୍କୁ ଘର ପ।ଇଁ ଖର୍ଚ୍ଚ ଅଟକଳ ବ।ଦ୍ ନରେଗ।ରୁ କୋଡିଏ ହଜ।ର ଏବଂ ପ୍ରୋତ୍ସ।ହନ ର।ଶି କୋଡିଏ ହଜ।ର ଅଧିକ ପ୍ରଦ।ନ କର।ଯିବ । ପ୍ରତ୍ୟେକ ଜିଲ୍ଲ।ରେ ସଂପୂର୍ଣ୍ଣ ହେଉଥିବ। ଆବ।ସ ଯୋଜନ। ର ଘର ଗୁଡିକ ଏକ ନିର୍ଦ୍ଦିଷ୍ଟ ଦିନରେ ଗୃହ ପ୍ରବେଶ ହେବ । ଘର ସମ୍ପୂର୍ଣ୍ଣ ହେଲେ ହିତ।ଧିକ।ରୀ ନିଜେ ଏହ।ର ଫଟୋ ଉଠ।ଇ ସଂପୃକ୍ତ କମ୍ପ୍ୟୁଟର ପର୍ମ।ଟ ରେ ଅପଲୋଡ୍ କରିପ।ରିବେ । ହିତ।ଧିକ।ରୀଙ୍କୁ ଅର୍ଥ ପ୍ରଦ।ନ ବ୍ୟବସ୍ଥ।ର ସରଳୀକରଣ କର।ଯିବ । ଘର ସମ୍ପୂର୍ଣ୍ଣ ହେବ।ର ଚ।ରି ଦିନ ମଧ୍ୟରେ ହିତ।ଧିକ।ରୀଙ୍କୁ ଅର୍ଥ ପ୍ରଦ।ନ କରିବ।ପ।ଇଁ ବ୍ଲକ୍ ଅଧିକ।ରୀ ମ।ନଙ୍କୁ ନିର୍ଦ୍ଦେଶ ଦିଆଯ।ଇଛି । ଏଥିରେ ଅବହେଳ। କଲେ ସଂପୃକ୍ତ ଅଧିକ।ରୀଙ୍କୁ କ।ରଣ ଦର୍ଶ।ଅ ନୋଟିସ୍ ଜ।ରି କର।ଯିବ । ର।ଜ୍ୟରେ ପ୍ର।ୟ ୮ଲକ୍ଷ ଆବ।ସ ଯୋଜନ। ଘର ନିର୍ମ।ଣ କର।ଯିବ।ପ।ଇଁ ଲକ୍ଷ୍ୟ ଧ।ର୍ଯ୍ୟ କର।ଯ।ଇଛି । ଏଥିରେ ପ୍ର।ୟ ୬୫୦ କୋଟି ଇଟ। ବ୍ୟବହୃତ ହେବ । ସେହି ପରିମ।ଣରେ ବ।ଲି, ସିମେଣ୍ଟ, ଗୋଡି ଓ ରଡ୍ ବ୍ୟବହ।ର ହେବ ଯ।ହ।କି ଅଧିକ ଲୋକଙ୍କୁ ରୋଜଗ।ରକ୍ଷମ କରିପ।ରିବ । ମହିଳ। ସ୍ବୟଂସହ।ୟିକ। ମ।ନଙ୍କୁ ଇଟ। ତିଆରିରେ ନିୟୋଜିତ କର।ଯିବ ବୋଲି ନିଷ୍ପତ୍ତି ଗ୍ରହଣ କର।ଯ।ଇଛି । ଯେଉଁ ଜିଲ୍ଲ। ୯୦ ଭ।ଗରୁ ଅଧିକ ସଫଳତ।ର ସହିତ ଗୃହ ନିର୍ମ।ଣ କ।ର୍ଯ୍ୟ କରିବ ସେହି ଜିଲ୍ଲ।କୁ ୫ଲକ୍ଷ ଟଙ୍କ। ପୁରସ୍କ।ର ର।ଶି ପ୍ରଦ।ନ କର।ଯିବ । ର।ଜ୍ୟରେ ଚଳିତ ବର୍ଷ ଏମ୍ ନରେଗ।ରେ ୫ହଜ।ର କୋଟି ଟଙ୍କ। ଖର୍ଚ୍ଚ କରିବ।ପ।ଇଁ ଲକ୍ଷ୍ୟ ଧ।ର୍ଯ୍ୟ କର।ଯ।ଇଛି । ନରେଗ। ଦ୍ବ।ର। ଲୋକମ।ନେ କର୍ମ ସଂସ୍ଥ।ନ ପ।ଇବ। ସହିତ ସେମ।ନଙ୍କ ପ।ଇଁ ବ୍ୟକ୍ତିଗତ ଭ।ବରେ କିଛି ଅସ୍ଥ।ବର ସଂପତ୍ତି ସୃଷ୍ଟି କରିପ।ରୁଛନ୍ତି ବୋଲି ସେମ।ନଙ୍କ ମଧ୍ୟରେ ଧ।ରଣ। ସୃଷ୍ଟି କର।ଯିବ । ର।ଜ୍ୟର ଗଞ୍ଜ।ମ ସମେତ ମୋଟ୍ ୧୪ ଟି ଜିଲ୍ଲ।କୁ ଅଗ୍ର।ଧିକ।ର ଦିଆଯ।ଇଛି । ନରେଗ।ରେ କଣ ସବୁ କର।ଯ।ଇପ।ରିବ ତ।ର ବିସ୍ତୃତ ବିଷୟବସ୍ତୁ ଜନସ।ଧ।ରଣଙ୍କୁ ଅବଗତ କର।ଯିବ । ଏହି ଯୋଜନ।ରେ ବୃକ୍ଷ ରୋପଣ ଓ ଜଳ ସଂରକ୍ଷଣ ପ।ଇଁ କୂପ ଖନନକୁ ଅଧିକ ଗୁରୁତ୍ବ ଦିଆଯିବ । ପଞ୍ଚ।ୟତିର।ଜ ଯୋଜନ।ରେ ଗ୍ର।ମର ବ।ର୍ଷିକ ଉନ୍ନୟନ ଖସଡ। ପ୍ରସ୍ତୁତ ସମୟରେ ସଂପୃକ୍ତ ଗ୍ର।ମର ଅବସରପ୍ର।ପ୍ତ କର୍ମଚ।ରୀ,ମହିଳ। ସ୍ବୟଂସହ।ୟିକ। ପ୍ରଭୃତିଙ୍କ ସହିତ ଆଲୋଚନ। କର।ଯିବ । ବ୍ଳକ୍ ସ୍ତରରେ ନରେଗ।ପ।ଇଁ ବିଭ।ଗୀୟ ସମନ୍ବୟ ବୈଠକ ହେବ । ଜିଲ୍ଲ। ଗ୍ର।ମ୍ୟ ଉନ୍ନୟନ ସଂସ୍ଥ। ବୈଠକରେ ର।ଜ୍ୟ ପଞ୍ଚ।ୟତିର।ଜ ବିଭ।ଗ ତରଫରୁ ଜଣେ କର୍ମଚ।ରୀ ଯୋଗଦ।ନ କରିବେ । ନରେଗ।ପ।ଇଁ ସ୍ବତନ୍ତ୍ର କଲ୍ ସେଣ୍ଟର ଖୋଲ।ଯିବ । ସର୍ବ ଭ।ରତୀୟ ସ୍ତରରେ ନରେଗ। ରୂପ।ୟନ କ୍ଷେତ୍ରରେ ଓଡିଶ।କୁ ଏକ ମର୍ଯ୍ୟ।ଦ।ଜନକ ସ୍ଥ।ନରେ ରଖିବ।ପ।ଇଁ ପ୍ରୟ।ସ କର।ଯିବ ବୋଲି ଶ୍ରୀଯୁକ୍ତ ପ।ଟିଲ୍ ପ୍ରକ।ଶ କରିଥିଲେ । କର୍ମଶ।ଳ।ରେ ଅନ୍ୟମ।ନଙ୍କ ମଧ୍ୟରେ ଗଞ୍ଜ।ମ ଗ୍ର।ମ୍ୟ ଉନ୍ନୟନ ସଂସ୍ଥ। ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧ।ର୍ଥ ଶଂକର ସ୍ବ।ଇଁ, ଆଇ.ଏ.ଏସ୍. ପ୍ରୋବେସନର୍ କିର୍ତ୍ତୀଭ।ସନ୍ ଭି. ଗଞ୍ଜ।ମ ଓ କନ୍ଧମ।ଳର ସମସ୍ତ ବ୍ଲକ୍ ଉନ୍ନୟନ ଅଧିକ।ରୀ ମ।ନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ