ଗ୍ରୁପ ଡି’ କର୍ମଚାରୀଙ୍କ କ୍ୱାଟରଗୁଡ଼ିକ ମରାମତି ସମ୍ପୂର୍ଣ୍ଣଅଧିକ୍ଷଣ ଯନ୍ତ୍ରୀ ବିନେ। ଦ ପାଢ଼ୀଙ୍କୁ ସଂଘ ପକ୍ଷରୁ କୃତଜ୍ଞତା

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ମେଡିକାଲ କଲେଜ ହସ୍ପିଟାଲ ପରିସରରେ ପ୍ରଫେସରଙ୍କ ଠାରୁ ଅ ।ରମ୍ଭ କରି ଗ୍ରୁପ ଡି କର୍ମ·ରୀଙ୍କ ପାଇଁ ୩ ଶହ ନୂତନ ସରକାରୀ ବାସଗୃହ ନିର୍ମାଣ କରାଯିବ ବେ ।ଲି ରାସ୍ତା ଓ କେ ।ଠାବାଡ଼ି ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବିନେ ।ଦ କୁମାର ପାଢ଼ୀ ପ୍ରକାଶ କରିଛନ୍ତି । ୧୯୬୭ ମସିହାରେ ମେଡିକାଲ କଲେଜ ହସ୍ପିଟାଲ କେ ।ଠା ନିର୍ମାଣ ବେଳେ ଗ୍ରୁପ ଡି କର୍ମ·ରୀଙ୍କ ରହଣୀ ପାଇଁ କ୍ୱାଟର ନିର୍ମାଣ କରାଯାଇଥିଲା । ଏହି କ୍୍ୱାଟରଗୁଡ଼ିକର ପ୍ରାୟ ୪ ଦଶନ୍ଧି ଧରି ମରାମତି ନ ହେବାରୁ ସେଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା ଏବଂ ବାସଅନୁପଯେ ।ଗୀ ହେ ।ଇଯାଇଥିଲା । ଏ ସମ୍ପର୍କରେ ପୂର୍ବରୁ କର୍ମ·ରୀ ସଂଗଠନ ପକ୍ଷରୁ ଏକ ପ୍ରତିନିଧି ଦଳ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପାଢ଼ୀଙ୍କ ଦୃଷ୍ଟି ଅ ।କର୍ଷଣ କରାଯାଇଥିଲା । ପରେ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପ୍ରତି କ୍ୱାଟରଗୁଡ଼ିକୁ ବାସପଯେ ।ଗୀ କରିବା ସହ ସମ୍ପୂର୍ଣ୍ଣ ମରାମତି କରାଯାଇଥିବାରୁ ସଂଘ ପକ୍ଷରୁ ସଂଗଠନର ବରିଷ୍ଠ ଉପଦେଷ୍ଟା ତଥା ସାମ୍ବାଦିକ ରବି ରଥ, ରାଜ୍ୟ ଉପସଭାପତି ସୁକାନ୍ତ ମୁଖୀ, ସମ୍ପାଦକ ଲାଲୁ ମେ ।ହନ ବେହେରା, ଯୁଗ୍ମ ସମ୍ପାଦକ ରବି ନାରାୟଣ ବେହେରା, ସୁରେନ୍ଦ୍ର ନାୟକ, ପବିତ୍ର କୁମାର ଚୌଧୁରୀ ପ୍ରମୁଖ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପାଢ଼ୀଙ୍କ ସାକ୍ଷାତ ଅ ।ଲେ ।ଚନା କରି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏଭଳି ଐତିହାସିକ ପଦକ୍ଷେପ ନେଇଥିବାରୁ ଯନ୍ତ୍ରୀ ଶ୍ରୀ ପାଢ଼ୀଙ୍କୁ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ