ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଚମାଖଣ୍ଡି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ଯୁଗଳ ନଗର ସାହିରେ ରହୁଥିବା ଚିରଞ୍ଜୀବି ପଣ୍ଡା ଘରେ କେହି ନଥିବା ବେଳେ ଶନିବାର ରାତିରେ କେହି ଦୃର୍ବତ ମାନେ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ, ନଗତ ୨ ଦୁଇ ଲକ୍ଷ ଟଙ୍କା ଚୋରୀ କରି ନେଇ ଥିବା ଚମାଖଣ୍ଡି ଥାନାରେ ଅଭିଯୋଗ କରିଛନ୍ତି | ଏନେଇ ଚମାଖଣ୍ଡି ଥାନାରେ କେସ ନଂ ୪୭୭/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ