ଘରେ ନଥିବା ସୁଯୋଗରେ କଳାକନା ବୁଲାଇଲେ ଲୁଟେରା

ଆନନ୍ଦପୁର, (ବିକାଶ ବିଶ୍ୱାଳ):ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଶାଳପଡା କୈବଲ୍ୟ କଲୋନୀରେ ରହୁଥିବା ଅବସରପ୍ରାପ୍ତ କୃଷି କର୍ମଚାରୀ ଶତୃଘ୍ନ ପତିଙ୍କ ଘରେ ଲୁଟେରାମାନେ କଳାକନା ବୁଲାଇ ଛନ୍ତି । ଗତ ଶନିବାର ବିଳମ୍ବିତ ରାତିରେ ଶତୃଘ୍ନଙ୍କ ପରିବାର ଲୋକେ ଘରେ ନଥିବାର ସୁଯୋଗରେ ଲୁଟେରାମାନେ ତାଙ୍କ ଘରର ଗ୍ରୀଲ ତାଡି ନଗଦ ୧୫ହଜାର ଟଙ୍କା ସହ କିଛି ସୁନାମୁଦି ଓ ହାର ଚୋରିକରି ନେଇଥିବା ନେଇ ଘସିପୁରା ଥାନାରେ ଅଭିଯୋଗ ହେବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ