ଘରେ ପଶି ଟଙ୍କା ଚୋରୀ ଅଭିଯୋଗରେ ନାବାଳକ ଗିରଫ
ଯୋଡା,(ଯୁଗାବ୍ଦ ନ୍ୟୁଜ୍):କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ କୁଟୁଗାଁ ଗ୍ରାମରେ ଗତ ଶନିବାର ଦିନ ଗୈାତମ ବେହେରାଙ୍କ ଘରେ ପଶି କେହି ତାଲା ଭାଙ୍ଗି ଘରୁ ନଗଦ ୮ ହଜାର ଟଙ୍କା ନେଇଥିବା ଥାନାରେ ଅଭିଯୋଗ ହୋଇଥିଲ । ଅଭିଯୋଗ ଆଧାରରେ ପୋଲିସ ଘଟଣା ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଜଣେ ଅଭିଯୁକ୍ତ ନାବାଳକକୁ ଗିରଫ କରିଥିବା ପୋଲିସ ସୂଚନା ଦେଇଛି ।