ଘର ଘର ବୁଲି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ଅଙ୍ଗନୱାଡି ଓ ଆଶା କର୍ମୀ

ବନ୍ତ, (ଚାନ୍ଦିନୀ ମହାନ୍ତି) : କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତର ଅଙ୍ଗନୱାଡି ଓ ଆଶା କର୍ମୀ ମାନେ ଘର ଘର ବୁଲି ଲୋକ ମାନଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ସରପଞ୍ଚ କିଶୋର କିଙ୍କର ପଢିଆରୀଙ୍କ ଉପସ୍ଥିତିରେ ଅଙ୍ଗନୱାଡି କର୍ମୀ ରାଜଶ୍ରୀ ବେହେରା, ଆଶା କର୍ମୀ କ୍ଷମାମୟୀ ସ୍ୱାଇଁ ଓଡଙ୍ଗ ମୁଣ୍ଡାସାହିରେ ପହଞ୍ôଚ ଲୋକମାନଙ୍କର ସ୍ୱାସ୍ଥ୍ୟବସ୍ଥା ଓ କରୋନା ଲକ୍ଷଣ ଅଛି କି ନାହିଁ ପଚାରି ବୁଝିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ