ଘର ପଛପଟୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର

କଳାହାଣ୍ଡି:ଘର ପଛପଟୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର। ପୋଡଶୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ମୃତକ ପରିବାର । କୋକସରା ଥାନା ଜଳତାମୁଣ୍ଡା ଗାଁ ରେ ଅଘଟଣ । ମୃତକ ନକୁଳ ତାଣ୍ଡି ଗତକାଲି ରାତିରେ ଘରୁ ବାହାରି ଫେରି ନ ଥିଲେ । ଆଜି ସକାଳୁ ମୃତ ଦେହ ଉଦ୍ଧାର କରାଯାଇଛି । ଯୁବକ କୁ ଗଳା ଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଚିଂ ତଦନ୍ତ ଆରମ୍ଭ କରିଛି ତଦନ୍ତ ଆରମ୍ଭ କରିଛି । କିଛି ଦିନ ତଳେ ପଡୋଶୀ ଘର ଝିଅ କୁ ଅଶ୍ଲୀଳ ଇଙ୍ଗିତ କରୁଥିବା ଅଭିଯୋଗ ନେଇ ଗଣ୍ଡଗୋଳ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ