ଘାଟିତଳକୁ ଖସିଲା ବସ୍ ୧୪ ମୃତ
ନେପାଳ- ନେପାଳର ସିନ୍ଧୁପଲଚୋକ ଜିଲାରେ ରବିବାର ମର୍ମନ୍ତୁଦ ବସ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି ଥିବାବେଳେ ଅନେକ ଯାତ୍ରୀ ଗୁଗୁତର ଆହତ ହୋଇଛନ୍ତି । ବସରେ ମୋଟ ୪୦ ଜଣ ଯାତ୍ରା ଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ।ସୂଚନାଅନୁସାରେ ୪୦ ଜଣ ଯାତ୍ରୀଙ୍କୁ ନେଇ ବସ୍ ଟି ଭକ୍ତପୁରରୁ କାଲିନିଚୌକ ଯାଉଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା ।


