ଘିଅ ପ୍ରସ୍ତୁତ କରୁଥିଲେ…

ଆମେ ଘରେ ଘିଅ ପ୍ରସ୍ତୁତ କରୁ । ଘିଅ ପ୍ରସ୍ତୁତ କରିବା ସମୟରେ ପ୍ରଥମେ କ୍ଷୀରରୁ ସର ବାହାର କରି ସେଥିରୁ ଲହୁଣୀ ପ୍ରସ୍ତୁତ କରାଯାଏ । ସେ ଲହୁଣୀକୁ ଏକ ପାତ୍ରରେ ରଖି ନିଆଁରେ ବସାଇବା ପରେ ଘିଅ ପ୍ରସ୍ତୁତ ହୋଇଥାଏ । ଶାସ୍ତ୍ରବିତ୍ଙ୍କ କହିବା ଅନୁସାରେ ଘିଅ ପ୍ରସ୍ତୁତ କରିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ । ଯେଉଁ ବ୍ୟକ୍ତି ଲହୁଣୀକୁ ଚୁଲିରେ ବସାଉଛନ୍ତି ସେହି ବ୍ୟକ୍ତି ଘିଅକୁ ଚୁଲିରୁ କାଢ଼ନ୍ତୁ । ଅନ୍ୟଥା ଅମଙ୍ଗଳ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ