ଘୁଞ୍ଚିଘୁଞ୍ଚି ଯାଉଛି ପଦ୍ମ
ବହୁଦିନ ଧରି ଓଡିଶା ଓ ଛତିଶଗଡ ଧରି ଲାଗିରହିଥିବା ମହାନଦୀ ଜଳ ବିବାଦ ମାମଲା ଶୁଣାଣି କୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଗୁଞ୍ଚାଇଛନ୍ତି ବୋଲି ସୂଚନା ଓଡିଶାର ଆଡଭୋକେଟ ଜେନେରାଲ ଅଶୋକ ପରିଜା । ଏହି ମାମଲା ର ମଧ୍ୟବର୍ତ୍ତିୀ କାଳୀନ ଶୁଣାଣି ପାଇଁ ଓଡିଶା ଆବେଦନ କରିଥିଲା । ସୂଚନାଥାଉ କି ମହାନଦୀ ର ଜଳ ଆଇନ ଅନୁସାରେ ୨ ରାଜ୍ୟ ମଧ୍ୟ ରେ ବାଣ୍ଟିବା ଦରକାର ବୋଲି ପ୍ରସ୍ତାବ ଦେଇପାରନ୍ତି ଛତିଶଗଡ ର ମଧ୍ୟବର୍ତ୍ତୀ ଟ୍ରିବ୍ୟୁନାଲ ।


