ଘୋଷଣା ହେଲା ମେଡିସିନ୍‌ ପାଇଁ ନୋବେଲ ପୁରଷ୍କାର

(ଯୁଗାଦ୍ଦନ୍ୟୁଜ) ଘୋଷଣା ହୋଇଛି ଟିକିତ୍ସା ପାଇଁ ନୋବୋଲ ପୁରଷ୍କାର ମେଡିସିନ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୱିଲିୟମ ଜି କାଇଲିନ ଜୁନିୟର, ସାର ପିଟର ଜେ ରାଟକ୍ଲିଫେ ଓ ଗର୍ଗ ଏଲ ସିମେନଜାଙ୍କୁ ଚଳିତ ବର୍ଷ ଏହି ସମ୍ମାନ ପୁରଷ୍କାର ପାଇବେ । ବୈଜ୍ଞାନିକ ସାର ପିଟର ଲଣ୍ଡନରେ ଥିବା ଫ୍ରାନ୍ସିସ କ୍ରିକ୍ ଇନଷ୍ଟିଚ୍ୟୁଟରେ କାର‌୍ୟ୍ୟ କରନ୍ତି। ସେହିପରି ୱିଲିୟମ ଓ ସିମେନଜା ହାର୍ବାଡ ବିଶ୍ୱବିଦ୍ୟାଳୟ ଏବଂ ଜନ ହୋନକିନ୍ସ ବିଶ୍ୱବିଦ୍ୟାଳୟ ପାଇଁ ଗବେଷଣା କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ