ଘୋଷଣା ହେଲା ସାଧାରଣ ନିର୍ବାଚନ ତାରିଖ ୭ ପର୍ଯ୍ୟାୟରେ ନିର୍ବାଚନ ,୨୩ ରେ ଫଳାଫଳ

ନୂଆଦିଲ୍ଲୀ ସ୍ଥିତ ବି ।ନ ଭବନ ଠାରେ ନିର୍ବାଚନ ମୂଖ୍ୟ ସୁନୀଲ ଆରୋରା ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଭାରତରେ ୨୦୧୯ ନିର୍ବର୍ାଚନ ସାତଟି ପର୍ଯ୍ୟାୟରେ ଭୋଟ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଆସନ୍ତା ଏପ୍ରିଲ ୧୧ ରେ ପ୍ରଥମ ପର୍ଯ୍ୟାୟ ,୧୮ ତାରିଖରେ ଦିତୀୟ ପର୍ଯ୍ୟାୟ ,୨୩ ତାରିଖରେ ଚତୁର୍ଥ ପର୍ଯ୍ୟାୟ ,ମେ ୬ ତାରିଖରେ ପଞ୍ଚମ ପର୍ଯ୍ୟାୟ ,ମେ ୧୨ ତାରିଖରେ ଷଷ୍ଠ ପର୍ଯ୍ୟାୟ ,ମେ ୧୯ ତାରିଖରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପାଇଁ ଅନୁଷ୍ଠିତ ହୋଇଛି । ରବିବାର ଠାରୁ ନିର୍ବାଚନ ଆଚରଣ ବିଦ୍ଧି ଲଙ୍କଜ୍ଞର ହୋଇଛି । ଏହି ସାତଟି ପର୍ଯ୍ୟାୟ ରେ ନିର୍ବାଚନ ହେବ । ସମ୍ବେଦନ ଶୀଳ ସ୍ଥାନରେ ଭିଡିଓଗ୍ରାଫି କରାଯିବା ସହ ସିଆରପିଏଫ୍ ମୃତୟନ କରାଯିବ । ନିର୍ବାଚନ ସମୟରେ ଭିଭିପାଟର ଓ ଇଭିଏମ ବ୍ୟବହାର କରାଯିବ । କିଛି ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି ବୋଲି ନିର୍ବାଚନ କମିସନର ସୂଚନା ଦେଇଛନ୍ତି । ସେଥି ମଧ୍ୟରୁ ଓଡିଶାରେ ୪ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ।ପ୍ରଥମ ପର୍ଯ୍ୟାୟରେ ୪ ଟି ,ଦ୍ୱତୀୟ ପର୍ଯ୍ୟାୟରେ ୫ ଟି ,ତୃତୀୟ ପର୍ଯ୍ୟାୟରେ ୬ ଟି ଚତୁର୍ଥ ପର୍ଯ୍ୟାୟରେ ୬ ଟି ଲୋକ ସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ସେହି ପରି ପ୍ରଥମ ପର୍ଯ୍ୟାୟରେ ୯୧ ଟି ଆସନ ଭୋଟିଂ ହେବ । ମୋଟ ୨୦ ଟି ରାଜ୍ୟର ଭୋଟିଂ ହେବ । ପ୍ରଥମ ପର୍ଯ୍ୟାୟ ବି ପନ ତାରିଖ ୧୮ ମାର୍ଚ୍ଚ ତାରିଖ ଥିବା ସମୟରେ ନାମ ଫେରାଇବାର ଶେଷ ତାରିଖ ୨୪ ମାର୍ଚ୍ଚ ୨୦୧୯ ତାରିଖ । ସେହି ପରି ବିଭିନ୍ନ ରାଜ୍ୟରୁ ନିର୍ବାଚନ ପାଇଁ ତାଲିକା ପ୍ରସ୍ତୁତ ହୋଇଛି ଆନ୍ଧ୍ର ପ୍ରଦେଶ ୨୪ ,ଅରୁଣ।।ଚଳ ପ୍ରଦେଶ ୨, ଆସାମ ୫, ବିହାର -୪,ଛତିଶଗଡ -୧, ଜମ୍ମୁ-କାଶ୍ମୀର – ୧ , ମହାରାଷ୍ଟ୍ର – ୭, ମଣିପୁର – ୧ , ମେଘାଳୟ – ୨ , ମିଜୋରାମ -୧, ନାଗାଲାଣ୍ଡ – ୧, ଓଡିଶା – ୪ , ସିକିମ – ୧,ତେଲେଙ୍ଗାନା – ୧୭ , ତ୍ରୀପୁରା – ୧, ଉତ୍ତରପ୍ରଦେଶ – ୮ , ଉତ୍ତରାଖଣ୍ଡ- ୫ , ପଶ୍ଚିମବଙ୍ଗ – ୨ , ଆଣ୍ଡାମାନା ଏବଂ ନିକୋବର – ୧ , ଲାକ୍ଷାଦ୍ୱୀପ- ୧ , ଦାଦରା ନଗର ହବେଲି ୨୩ । ୨୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ