ଚକରା ବିଷାୟୀ ପ୍ରତିମୁର୍ତ୍ତୀ ପ୍ରତିଷ୍ଠା ସ୍ଥାପନ ଦାବୀ କଲା ବରିଷ୍ଠ ନାଗରିକ ମଞ୍ଚ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ବ୍ରହ୍ମପୁର ସହର ସ୍ଥି୍‌ତ ବିଜିପୁର ମୁଖ୍ୟରାସ୍ତା ବରିଷ୍ଠ ନାଗରିକ ମଂଚ ତରଫରୁ ରବିବାର ସଂନ୍ଧ୍ୟାରେ ସନ୍ତୋଷୀ ମାଁ କଲ୍ୟାଣ ମଣ୍ଡପ ପରିସରରେ ମହାନ୍ ଯୋଦ୍ଧା ତଥା ଚକରା ବିଷୋୟୀଙ୍କ ୧୯୩ ତମ ଜୟନ୍ତି ସଭାପତି ସଭାପତି ତ୍ରିନାଥ ମହାରଣାଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ସ୍ମୃତି ସଭାରେ ଶହ ଶହ ଚକରା ପ୍ରେମୀ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ସୁବାସ ମହାରଣ,ଡକ୍ଟର ରାଜେନ୍ଦ୍ର କୁମାର ବେହେରା ଶରତ ଚନ୍ଦ୍ର ପଣ୍ଡା,ପ୍ରଭାତ କୁମାର ମିଶ୍ର, ଅନ୍ୟ ମାନଙ୍କ ମଧ୍ୟରେ ବିଘ୍ନେଶ୍ୱର ପାଢୀ, ରଜନୀ କାନ୍ତ ମଣ୍ଡଳ, ଶ୍ରୀମତି ସରିତା ପଣ୍ଡା, ଉମାଶଙ୍କର ପାଣି, କିଶୋର ଚନ୍ଦ୍ର ବ୍ରହ୍ମା ,ବଂଶୀଧର ଭୁୟାଁ, ଜନ୍ମମାଟିର ସୁରକ୍ଷା ନିମନ୍ତେ ଗୋରା ଶାସକଙ୍କ କବଳରୁ ମୁକ୍ତି ପାଇଁ ଦୀର୍ଘ ବର୍ଷ ଧରି ଯୁଦ୍ଧ କରି ଓଡିଆ ଜାତିର ପରିଚୟ ଦେଇଥିଲେ । ଚକରା ବିଷୋୟୀ କିନ୍ତୁ ସରକାରୀ ସ୍ତରରେ ତାଙ୍କ ସ୍ମୃତି ପାଇଁ ସରକାରୀ ଯୋଜନାରେ ନାମ କରଣ କରିବା ନିମନ୍ତେ ଦାବୀ କରିଥିଲେ । ଏହି ଅବସରରେ ବିଭିନ୍ନ ବୃତ୍ତି କାର୍ଯ୍ୟପାଇଁ ଡାକ୍ତର ରାଜେନ୍ଦ୍ର କୁମାର ବେହେରା, ଡାକ୍ଟର ସୁନିଲ କୁମାର କୋଟା,ସୁରେଶ କୁମାର ସାହୁ, ଓ ସମାଜ ସେବୀ ରବିନ୍ଦ୍ର କୁମାର ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତର ରାଜେନ୍ଦ୍ର କୁମାର ବେହେରା , ସଂପାଦକ ଚକରା ବିଷୋୟୀଙ୍କ ବିଷୟରେ ଆଲୋଚନା କରିବା ସହ ପୂର୍ଣ୍ଣାଙ୍ଗ ଯୋଦ୍ଧା ପ୍ରତିମୁର୍ତ୍ତି ସ୍ଥାପନା କରି ମଂଚ ପ୍ରତିଷ୍ଠାତା ତ୍ରିନାଥ ମହାରଣା ,ସଭପତି ପ୍ରମୋଦ କୁମାର ସାହୁ ,ଦଣ୍ଡପାଣି ସାହୁ ,ରମେଶ ଚନ୍ଦ୍ର ସାହୁ ,ଦଣ୍ଡପାଣି ସାହୁ ,ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ