ଚକ୍ରlପାଳ ଗ୍ରାମରେ ନାଗ କନ୍ୟା, ନାଗ ସାପ ଭଳି ଆଚରଣ କରୁଛନ୍ତି କନ୍ୟା

ଉଦଳା, (ରାଜୀବ ବେହେରା):ଆଧୁନିକ ଯୁଗରେ ସାପ କହୁଛି କଥା,ଗାଁ ଭିତରେ ନାଗକନ୍ୟା ଘଟଣା ବେଶ ଚର୍ଚ୍ଚାରେ କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । କାରଣ ସାପକୁ ଧରିବାକୁ ଗଲେ କନ୍ୟା ଜଣକ ମୋତେ ନିଅନାହିଁ ମୁଁ ଏହିଠାରେ ରହିବି ବୋଲି କହିଛନ୍ତି ଆଉ ସାପ ଭଳି ବ୍ୟବହାର ଏବଂ ଗର୍ଜନ ମଧ୍ୟ କରୁଛନ୍ତି, ଏହି ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପକାଇଛି ସାପକୁ ଆଘାତ ହେଲେ କନ୍ୟା ଦେହରେ ରହୁଛି ଦାଗ ଏହି ଘଟଣା ଯେତିକି ସମସ୍ତଙ୍କୁ ଯେତିକି ଆଶ୍ଚର୍ଯ୍ୟ କରୁଛି ସେତିକି ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି , କାହିଁକିନା ବିଜ୍ଞାନ ଯୁଗରେ ଏହା ସମସ୍ତଙ୍କୁ ଅନ୍ଧବିଶ୍ୱାସ ପରି ଲାଗିଛି ତାହାକୁ ନେଇ ଲୋକଙ୍କ ମନରେ ଉଠୁଛି ଅନେକ ପ୍ରଶ୍ନ ଆମେ ଯେମିତି ନାଗ ନାଗୁଣୀ ଫିଲିମ ଦେଖୁ ଠିକ ସେହି ପରି ସାପ କୁ ଧରିବାକୁ ଯିବା ବେଳେ କନ୍ୟା ଜଣକ ଭୂଇଁରେ ଗଡି, ଚିତ୍କାର କରି ସାପ ପରି ଗର୍ଜନ କରି ଥିଲେ କନ୍ୟା ମୋତେ ନିଅନାହିଁ ମୋତେ ମାରନାହିଁ ,ମୁଁ ଯିବି ନାହିଁ,ମୁଁ ଏହିଠାରେ ରହିକି ଏଭଳି କହୁ ଛନ୍ତି କନ୍ୟା ଜଣକ ସୂଚନା ଅନୁସାରେ ଘରେ ନାଗସାପ ପଶିବା ଦେଖି ସାପ ଧରାଳିଙ୍କୁ ଡକାଇ ଥିଲେ ସାପଧରlଳି ପହଞ୍ଚି ପହଞ୍ଚି ସାପ ଧରିବାକୁ ଚେଷ୍ଟା କରିବା ସମୟରେ ଅଚାନକ ଏହି କନ୍ୟା ଜଣକ ଏମିତି କହିଛନ୍ତି ମୟୂରଭଞ୍ଜ ଜିଲା ଉଦଳା ବ୍ଲକ୍ ଅଧୀନ କୋଚିଳା ଡିହା ଗ୍ରାମ ପଞ୍ଚାୟତର ଚକ୍ରାପାଳ ଗ୍ରାମରେ ଏଭଳି ଘଟଣା ସାମ୍ନାକୁ ଆସିଛି ସୂଚନାରୁ ଗ୍ରାମର ରବୀନ୍ଦ୍ର ସିଂଙ୍କ ଘର ମାଟିକାନ୍ଥ ଭିତରେ ଶୁକ୍ରବାର ଏକ ନାଗ ସାପ ପଶିଥିବା ନେଇ ସେ ସାପ ଧରାଳି ମାନଙ୍କୁ ଖବର ଦେଇଥିଲେ। ସାପଧରlଳି ଘଟଣାସ୍ଥଳରେ ପହଞ୍ଚି ମାଟିକାଛକୁ ଭାଙ୍ଗି ବା ସହ ସାପ ଧରିବାକୁ ଚେଷ୍ଟା କରିଥିଲେ, ରବୀନ୍ଦ୍ରଙ୍କ ଝିଅ ମୀନାକ୍ଷୀ ଅଚାନକ ସାପ ଭଳି ଗର୍ଜନ କରିବା ସହ ଭୂଇଁରେ ଗଡ଼ିବା ସହିତ ସାପ ଫଣା ଟେକିବା ଭଳି ଆଚରଣ ପ୍ରଦର୍ଶନ କରିଥିଲେ । ମୋତେ ମାର ନାହିଁ,ନେଇ ନାହିଁ ବୋଲି କାନ୍ଦି କାନ୍ଦି ଗୁହାରି କରି ଫେରିଯାଅ କହିଥିଲେ। ଏହ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଥିଲେ ।
ତେବେ ପୂର୍ବରୁ ନାଗ ପଞ୍ଚମୀ ଓ ବସନ୍ତ ପଞ୍ଚମୀ ରେ ଏଭଳି ପ୍ରତିକ୍ରିୟା ଦେଖିବାକୁ ମିଳି ଥିଲା, ସାପ ଭଳି ଦେହରେ ଚିହ୍ନ ବସିଯାଉଥିବା କହିଛନ୍ତି ପରିବାର ଲୋକେ। ସାପ ଧରି ନ ପାରି ସାପ ଧରାଳି ମାନେ ଫେରି ଯାଇ ଥିବା ବେଳେ ଏଇଳି ଘଟଣା ନେଇ ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି ତେବେ ସାପଟି ସେହି ସ୍ଥାନରୁ ପଳାଇ ଯାଇଛି, ମିନାକ୍ଷୀଙ୍କ କହିବା କଥା ସାପଟି ରାତ୍ର ୧ ଘଟିକା ସମୟରେ ପ୍ରତେକ ଦିନ ବାରହାରକୁ ବାହାରି ଥିବା କଥା କହିଛି ଘଟଣାକୁ ନେଇ ପଚାରିଲେ ବାସ ଏତିକି କହିଛନ୍ତି ଏହା ଅନ୍ଧବିଶ୍ୱାସ ନା କୌଣସି ଏଦୃଶ୍ୟ ଶକ୍ତି ରହିଛିକି, ଏହାର ଖୋଳ ତାଡ଼ ହେବା ଆବଶ୍ୟକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ