ଚନ୍ଦକା ନିକଟସ୍ଥ ତଳସାହିରେ ଭୟଙ୍କର ଅଗ୍ନି କାଣ୍ଡ ହୋଇଛି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସୂଚନା ଅନୁଯାଇ ଅନ୍ଧାରୁଆ ଗ୍ରାମ ର ତଳ ସାହି ପ୍ରଶାନ୍ତ ବଡ଼ଜେନା ଙ୍କ ଗ୍ୟାରେଜ ଘରେ ସ୍କୁଟି ଓ କିଛି ବାଇକ ଥିଲା ରାତ୍ର ବାର ଟା ପରେ ବିଜୁଳି ଘଡ ଘଡି ମାରିବା ଦ୍ୱାରା ଏପରି ଅଗ୍ନି କାଣ୍ଡ ହୋଇଚି ବୋଲି ଅନ୍ଧାରୁଆ ଗ୍ରାମ ବାସୀ ମତ ପ୍ରକାଶ କରିଛନ୍ତି. ଉକ୍ତ ଗ୍ରାମବାସୀ ଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି, ଯାହା ଦ୍ୱାରା କି ସେମାନେ କିପରି ପ୍ରାକୃତିକ ବିପର୍ଯୟ ର ମୁକାବିଲା କରିବେ ସେହି ଚେଷ୍ଟା ରେ ଅଛନ୍ତି