ଚନ୍ଦ୍ରଯାନ ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକ ଚନ୍ଦ୍ରକାନ୍ତ
କୋଲକାତା : ଶିକ୍ଷକଙ୍କ ପାଇଁ ଚନ୍ଦ୍ରକାନ୍ତ ଆଜି ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକ । ପଶ୍ଚିମବଙ୍ଗ ଶିବପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଚନ୍ଦ୍ରକାନ୍ତ ,ତାଙ୍କ ମା ଶ୍ରଦ୍ଧାରେ ନା ଦେଇଥିଲେ ସୂର୍ଯ୍ୟକାନ୍ତ ,କିନ୍ତୁ ଗାଁ ସ୍କୁଲ ଶିକ୍ଷକ ସୂର୍ଯ୍ୟକାନ୍ତ ବଦଳରେ ଚନ୍ଦ୍ରକାନ୍ତ ରଖିଥିଲେ । ଚନ୍ଦ୍ରକାନ୍ତ ଯେ ଇସ୍ରୋର ଜଣେ ବଡ ବୈଜ୍ଞାନିକ ହେବ ତାହା କିଏ କେବେ ଆଶା କରିନଥିଲେ ପରିବାର ଲୋକ । ଚନ୍ଦ୍ରଯାନ ୨ ର ମିଶନର ନେତୃତ୍ୟ ନେଇଛନ୍ତି । ଚନ୍ଦ୍ରଯାନଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି ଏହା କେବେ ଆମେ ପରିକଳ୍ପନା କରିନଥିଲୁ ମୁ ଁ ପିଲାବେଳୁ କାମରେ ବ୍ୟସ୍ତରହି ପୁଅ ର ପାଠ ପଢା ପ୍ରତି ଧ୍ୟାନ ଦେଇନଥିଲି କିନ୍ତୁ ଶିକ୍ଷକ ଦ୍ୱାରା ହିଁ ସେ ପାଠ ପଢି ି ଜଣେ ବରିଷ୍ଠ ବୈଜ୍ଞାନିକ ହୋଇଛି ବୋଲି ସେ ଶିକ୍ଷକଙ୍କୁ କୁତଜ୍ଞତା ଜଣାଇଛନ୍ତି ।