ଚନ୍ଦ୍ରଯାନ ୨ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ -ଇସ୍ରୋ
(ଯୁଗାବ୍ଦ ନ୍ୟୁଜ 0ଭାରତୀୟ ମହାକାଶ ବିଜ୍ଞାନ ଦ୍ୱିତୀୟ ଚନ୍ଦ୍ରଯାନ ଅଭିଯାନ ଦୁଇ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଇସ୍ରୋ ପକ୍ଷରୁ ଆଜି ସକାଳ ୬ଟା ୫୧ ରୁ ୨୦ ଘଣ୍ଟିଆ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି । ୧୫ ତାରିଖ ରାତି ୨ ଟା ୫୧ ମିନଟ ର ଆନ୍ଧ୍ରାପ୍ରଦେଶ ର ଶ୍ରୀହରିକୋଟା ସ୍ଥିତା ସତିଶ ଧୱନ ସ୍ପେସ କେନ୍ଦ୍ର ରୁ ଜିଏସଏଲଭି ଏମକେ-୩ ବାହୁବଳୀଭ ରକେଟ ସାହାର୍ଯ୍ୟ ରେ ଏହା ଉତକ୍ଷେପଣ କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି ।


