ଚବିଶ ପ୍ରହର ନାମ ସଂକୀର୍ତ୍ତନ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ଗୋଷାଣିନୂଆଗାଁ ଉତ୍ତରେଶ୍ୱର ମନ୍ଦିରରେ ୨୪ ପ୍ରହର ନାମ କୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଦିବ୍ୟ ଜୀବନସଂଘ ଭକ୍ତ ମାନଙ୍କ ଦ୍ୱାରା ଭଜନ କୀର୍ତ୍ତନ, ଗୀତା ପାଠ କରାଯାଇଥିଲା । ପ୍ରତି ପ୍ରହରରେ ନଗର କୀର୍ତ୍ତନ କରାଯିବା ସହ ବେଦପାଠାଶାଳାର କୃଷ୍ଣଚନ୍ଦ୍ର କବି ଆଧ୍ୟାତ୍ମିକ କଥା ଶୁଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ